Public App Logo
Jansamasya
���िधायक
Congress
Modi
Delhi
Viral
Jharkhand
Rajasthan
Breakingnews
Narendramodi
Nitishkumar
Madhya_pradesh
Madhyapradesh
Pmmodi
Rahulgandhi
Haryana
Crimenews
Education
Bareilly
Agra
Cbi
Politics
Abvp
���ायल
Fatehpur
Jodhpur
Amitshah
Uppolice
Punjab
Pratapgarh

ତଲସରା: ପୁଣି ପଞ୍ଚରା ସଂରକ୍ଷିତ ଜଙ୍ଗଲକୁ ଆସିଲେ ୬ ହାତୀ, ରୁନଗାଁ, ଶଙ୍କରାପୋଷ ଓ ପଞ୍ଚରା ଜଙ୍ଗଲରେ ସମୁଦାୟ ୬୧ ବଣୁଆ ହାତୀ ପଲ

Talasara, Sundargarh | Nov 29, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ରୁନଗାଁ ସଂରକ୍ଷିତ ଜଙ୍ଗଲ, ଶଙ୍କରାପୋଷ ଗ୍ରାମ ନିକଟସ୍ଥ ଜଙ୍ଗଲ ଓ ପଞ୍ଚରା ସଂରକ୍ଷିତ ଜଙ୍ଗଲରେ ସମୁଦାୟ ୬୧ ଗୋଟି ବଣୁଆ ହାତୀ ପଲ ରହିଥିବା ସୂଚନା ମିଳିଛି। ବଡ଼ଗାଁ ବନ ବିଭାଗ ଏହି ବଣୁଆ ହାତୀ ପଲ ଉପରେ ନଜର ରଖିଥିବା ସୂଚନା ପ୍ରଦାନ କରିଛି।
ତଲସରା: ପୁଣି ପଞ୍ଚରା ସଂରକ୍ଷିତ ଜଙ୍ଗଲକୁ ଆସିଲେ ୬ ହାତୀ, ରୁନଗାଁ, ଶଙ୍କରାପୋଷ ଓ ପଞ୍ଚରା ଜଙ୍ଗଲରେ ସମୁଦାୟ ୬୧ ବଣୁଆ ହାତୀ ପଲ - Talasara News