କୁଜଙ୍ଗ: ପାରାଦୀପ ବନ୍ଦରରେ ୪ ଦିନିଆ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ସମ୍ପନ୍ନ
ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ସଫଳତାର ସହ ଚାରି ଦିନିଆ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏଥିରେ ବିପଦ ଚିହ୍ନଟ, ସୁରକ୍ଷା ନେତୃତ୍ୱ, ବିପଦପୂର୍ଣ୍ଣ କାର୍ଗୋ ପରିଚାଳନା ଏବଂ ଅଗ୍ନି ନିରାପତ୍ତା ସମ୍ବନ୍ଧୀୟ ବ୍ୟବହାରିକ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।