ନର୍ଲା: ଗୁଣ ପୁର ଗ୍ରାମ ସ୍ଥିତ ସରକାରୀ ସ୍କୁଲ ଠାରୁ ସୋଲାର ଲାଇଟ୍ ପ୍ଲେଟ୍ ଚୋରୀ ଘଟଣା ହୋଇଥିବା ସୂଚନା
ଗତ ମଙ୍ଗଳବାର ଦିନ ରାତ୍ର ସମୟରେ ନର୍ଲା ଥାନା ଅନ୍ତର୍ଗତ ଗୁଣ ପୁର ଗ୍ରାମ ରେ ଥିବା ସ୍କୁଲ ଠାରୁ ସୋଲାର ଲାଇଟ୍ ପ୍ଲେଟ୍ ଚାରି ଟି ମଧ୍ୟରୁ ତିନି ଗୋଟି ଲାଇଟ୍ ସୋଲାର ପ୍ଲେଟ୍ କେହି ଅଜଣା ଦୁର୍ବୃତ୍ତ ଚୋର ଆସି ଚୋରି କରି ନେଉଥିଲେ ଆଜି ବୁଧବାର ଦିନ ସକାଳ ସାତଟା ସମୟରେ ଶିକ୍ଷକ ସୂଚନା ଦେଇଛନ୍ତି