ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ବ୍ଲକ ପକ୍ଷରୁ ସାଂସଦ କ୍ରୀଡା ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ତିନିଦିନ ବ୍ୟାପି ଏହି କ୍ରୀଡା ମହୋତ୍ସବ ପାଳିତ ହେଉଥିବା ବେଳେ ଆଲପୁର, ସମରଝୋଲ ପଞ୍ଚାୟତ ଠାରେ ଥିବା ହାଇସ୍କୁଲ ଖେଳ ପଡିଆ ଠାରେ କ୍ରୀଡା ଅନୁଷ୍ଠିତ ହୋଇଥିବା ବେଳେ ପୌର ପରିଷଦ ର ମିନି ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଇଥିବା କ୍ରୀଡା କାର୍ଯ୍ୟକ୍ରମ ରେ ଯୋଗଦେଲେ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ସୁ ଶ୍ରୀ ସାଗରୀକା ଷଡ଼ଙ୍ଗୀ।