#ସଡ଼କ_ଦୁର୍ଘଟଣାରେ_ଯୁବକଙ୍କ_ଗୃରୁତର।
#୫୩_ନମ୍ବର_ଜାତୀୟ_ରାଜପଥ_ଚଣ୍ଡିଖୋଲ_ଟ୍ରାଫିକ_ଥାନା_ଆଗରେ_ଘଟିଛି_ସଡ଼କ_ଦୁର୍ଘଟଣା ।
ଯୁବକ ଜଣକ OD 04 U 3660 ବୁଲେଟ୍ ରେ ଯାଉଥିଲେ ।
ପାରାଦ୍ଵୀପ - ଡ଼ୁବୁରୀ ଯାଉଥିବା ସମୟରେ ଟ୍ରାଫିକ ଥାନା ଆଗ ଗୋଲେଇ ରେ ଥିବା ହମ୍ସ୍ ନିକଟରେ ଘଟିଛି ଦୁର୍ଘଟଣା।
ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗୁରୁତର ଯୁବକକୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଚଣ୍ଡିଖୋଲ ଫାଣ୍ଡି ପୋଲିସ ପହଞ୍ଚି ବୁଲେଟ୍ ଗାଡ଼ି କୁ ଜବତ୍ କରି ତଦନ୍ତ ଚଳାଇଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଯୁବକର ପରିଚୟ ହସ୍ତଗତ ହୋଇନାହିଁ।
#RoadAccident
#Roadaccidentnews
#Nh53
#Rtochandikhol
#Bulletaccdent
#Jajpur
#Barchanapollice
#chandikhol
#ASMITAKHABAR
Jajapur, Jajpur | Jun 15, 2026