Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
subashdas8917614178
ଚାରି ବର୍ଷର ଝିଅକୁ ବାଲେଶ୍ୱର CWC ଚେୟାରମେନ ସ୍ନିଗ୍ଧା ଦାସ ତାଙ୍କ ବାପାଙ୍କୁ ଦେଖା କରିବାକୁ ନଦେବା ଏବଂ ବିନା କୌଣଷି ତଥ୍ୟ ଯାଞ୍ଚ ନକରି ବାପ ଠାରୁ ଝିଅକୁ ଅଲଗା କରି ଆଶ୍ରମ ରେ ରଖିବାକୁ ନେଇ ତାତିଲେ ସାଂସଦ। ଫୋନ କରି ସଂପୃକ୍ତ ଚେୟାରମେନ ଙ୍କୁ ତାଗିଦ୍ କରିବା ସହିତ ବାପ ଝିଅଙ୍କୁ କେଉଁ ଆଇନ ଜରିଆରେ ଅଲଗା କଲେ ଏବଂ ଦେଖା କରିବାକୁ ଦେଲେନାହିଁ ବୋଲି ଅନେକ ପ୍ରଶ୍ନ ପଚାରିଥିବା ଦେଖିବାକୁ ମିଳିଛି। #Nilagiri #Baleshwar #baleswar #bharatnewsodia
Singla, Balasore
| Aug 2, 2026
#nilagiri
#baleshwar
#baleswar
#bharatnewsodia
MORE NEWS
#ଓକିଲ_କ୍ଲର୍କ_କୁ_ଆକ୍ରମଣ । ଏସଏଚଜି ମହିଳାଙ୍କ କେସ ରେ ସହଯୋଗ କରିଥିବା ରୁ ଓକିଲ କ୍ଲର୍କ ଙ୍କୁ ଆକ୍ରମଣ ବସ୍ତା ଥାନା ରେ ଦେଲେ ଏତେଲା । #BreakingNews #Odisha #attack #BASTA #balasore #Baliapal #bharatnewsodia
Singla, Balasore | Aug 2, 2026
#ପିଇଓଙ୍କୁ_ଦୁର୍ବ୍ୟବହାର_ହେଇଥିବା_ଅଭିଯୋଗ_ରେ #ଜିଲ୍ଲାପାଳଙ୍କ_ଦ୍ୱାରସ୍ଥ_ହେଲା_ପିଇଓ_ସଂଘ ସଦର ବ୍ଲକର କାଇମାଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ କେନ୍ଦ୍ର କରି ବିବାଦ ପରେ ଜଣେ ମହିଳା ପିଇଓଙ୍କ ସହ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ଉଠିଛି। ଘଟଣାର ପ୍ରତିବାଦରେ ପିଇଓ ସଂଘ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛି। #Dhenkanal #PMAY #bharatnewsodia #CMOOdisha
Singla, Balasore | Aug 2, 2026
#ପ୍ରଧାନମନ୍ତ୍ରୀ_ଆବାସ_ଯୋଜନା_ବଣ୍ଟନରେ_ଅନିୟମିତତା_ଅଭିଯୋଗ #ରେ_ଘଟଣାସ୍ଥଳ_ପରିଦର୍ଶନ_ବେଳେ_ଅଧିକାରୀଙ୍କ_ଉପରେ_ବର୍ଷିଲେ #ମନ୍ତ୍ରୀ_କୃଷ୍ଣ_ଚନ୍ଦ୍ର_ପାତ୍ର #dhenkal #CMOOdisha #ministar #krusnacandrapatra #bharatnewsodia
Singla, Balasore | Aug 1, 2026
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ଅନିୟମିତତା ଅଭିଯୋଗ ଦେଖି । ଏହାର ସମୀକ୍ଷା କରିବା ପାଇଁ ଘଟଣାସ୍ଥଳ ପରିଦର୍ଶନରେ ଯାଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେଠାରେ ଯୋଗ୍ୟ ହିତାଧିକାରୀ ଘର ନ ପାଇଥିବା ଦେଖି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ ବର୍ଷିଥିଲେ ମନ୍ତ୍ରୀ #denkanal #CMOOdisha #bharatnewsodia
Singla, Balasore | Aug 1, 2026