Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ଅନିୟମିତତା ଅଭିଯୋଗ ଦେଖି । ଏହାର ସମୀକ୍ଷା କରିବା ପାଇଁ ଘଟଣାସ୍ଥଳ ପରିଦର୍ଶନରେ ଯାଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେଠାରେ ଯୋଗ୍ୟ ହିତାଧିକାରୀ ଘର ନ ପାଇଥିବା ଦେଖି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ ବର୍ଷିଥିଲେ ମନ୍ତ୍ରୀ #denkanal #CMOOdisha #bharatnewsodia

Singla, Balasore | Aug 1, 2026

MORE NEWS

#ପ୍ରଧାନମନ୍ତ୍ରୀ_ଆବାସ_ଯୋଜନା_ବଣ୍ଟନରେ_ଅନିୟମିତତା_ଅଭିଯୋଗ #ରେ_ଘଟଣାସ୍ଥଳ_ପରିଦର୍ଶନ_ବେଳେ_ଅଧିକାରୀଙ୍କ_ଉପରେ_ବର୍ଷିଲେ #ମନ୍ତ୍ରୀ_କୃଷ୍ଣ_ଚନ୍ଦ୍ର_ପାତ୍ର 
#dhenkal #CMOOdisha #ministar #krusnacandrapatra #bharatnewsodia

#ପ୍ରଧାନମନ୍ତ୍ରୀ_ଆବାସ_ଯୋଜନା_ବଣ୍ଟନରେ_ଅନିୟମିତତା_ଅଭିଯୋଗ #ରେ_ଘଟଣାସ୍ଥଳ_ପରିଦର୍ଶନ_ବେଳେ_ଅଧିକାରୀଙ୍କ_ଉପରେ_ବର୍ଷିଲେ #ମନ୍ତ୍ରୀ_କୃଷ୍ଣ_ଚନ୍ଦ୍ର_ପାତ୍ର #dhenkal #CMOOdisha #ministar #krusnacandrapatra #bharatnewsodia

Singla, Balasore | Aug 1, 2026

#ଡଗରା_ମଦର_ଟେରେସା_ସେବାସଂଘ_ରେ_ହିମାଂଶୁ_ପାଳିଲେ_୧୫ତମ #ଜନ୍ମଦିନ  
ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଡଗରା ରେ ଥିବା ମଦର ଟେରେସା ସେବାସଂଘ ରେ ବଳରାମପୁର ପଞ୍ଚାୟତ ର ବିଶ୍ୱନାଥପୁର ଗ୍ରାମର  ବିରେନ ମାଝୀ ଓ ମାତା ଝରଣା ମାଝୀ ଙ୍କ ସୁପୁତ୍ର ହିମାଂଶୁ ମାଝୀ  15 ତମ ଜନ୍ମଦିନ ପାଳିନ କରିଛନ୍ତି l 
#Dagara #balarampur #Baliapal #happybirthday #bharatnewsodia

#ଡଗରା_ମଦର_ଟେରେସା_ସେବାସଂଘ_ରେ_ହିମାଂଶୁ_ପାଳିଲେ_୧୫ତମ #ଜନ୍ମଦିନ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଡଗରା ରେ ଥିବା ମଦର ଟେରେସା ସେବାସଂଘ ରେ ବଳରାମପୁର ପଞ୍ଚାୟତ ର ବିଶ୍ୱନାଥପୁର ଗ୍ରାମର ବିରେନ ମାଝୀ ଓ ମାତା ଝରଣା ମାଝୀ ଙ୍କ ସୁପୁତ୍ର ହିମାଂଶୁ ମାଝୀ 15 ତମ ଜନ୍ମଦିନ ପାଳିନ କରିଛନ୍ତି l #Dagara #balarampur #Baliapal #happybirthday #bharatnewsodia

Singla, Balasore | Aug 1, 2026

ଭୋଗରାଇ ମାଟିର ପୁଅ ରାଜୁ କୁମାର ଦଳାଇ ଯିଏ କି ବର୍ତ୍ତମାନ ଟ୍ୱିଟର ମ୍ୟାନ୍ ଭାବେ ବେଶ୍ ପରିଚିତ ହୋଇଛନ୍ତି। ଏବେ ସୁଦ୍ଧା ସେ ୧୦ ହଜାର ରୁ ଅଧିକ ଲୋକ ଙ୍କ ସମସ୍ୟା ସମାଧାନ କରିସାରିଲେଣି।  ଟ୍ୱିଟର ବା 'X' ଜରିଆରେ ଲୋକଙ୍କ ସମସ୍ୟାର ସମାଧାନ କରିଛନ୍ତି |
#rajukumardalai #Bhogarai #baleswar #bharatnewsodia

ଭୋଗରାଇ ମାଟିର ପୁଅ ରାଜୁ କୁମାର ଦଳାଇ ଯିଏ କି ବର୍ତ୍ତମାନ ଟ୍ୱିଟର ମ୍ୟାନ୍ ଭାବେ ବେଶ୍ ପରିଚିତ ହୋଇଛନ୍ତି। ଏବେ ସୁଦ୍ଧା ସେ ୧୦ ହଜାର ରୁ ଅଧିକ ଲୋକ ଙ୍କ ସମସ୍ୟା ସମାଧାନ କରିସାରିଲେଣି। ଟ୍ୱିଟର ବା 'X' ଜରିଆରେ ଲୋକଙ୍କ ସମସ୍ୟାର ସମାଧାନ କରିଛନ୍ତି | #rajukumardalai #Bhogarai #baleswar #bharatnewsodia

Singla, Balasore | Aug 1, 2026

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ଅନିୟମିତତା ଅଭିଯୋଗ ଦେଖି । ଏହାର ସମୀକ୍ଷା କରିବା ପାଇଁ ଘଟଣାସ୍ଥଳ ପରିଦର୍ଶନରେ ଯାଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେଠାରେ ଯୋଗ୍ୟ ହିତାଧିକାରୀ ଘର ନ ପାଇଥିବା ଦେଖି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ ବର୍ଷିଥିଲେ ମନ୍ତ୍ରୀ #denkanal #CMOOdisha #bharatnewsodia - Singla News