Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
मौत
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ରେ ରାଜନୈତିକ ଉଷ୍ଣତା କୁ ନେଇ ମତ ରଖିଲେ କଂଗ୍ରେସ ନେତା ରାଜେନ୍ଦ୍ର ପ୍ରସାଦ ଜେନା

MORE NEWS

ଭଦ୍ରକ: #ପୁଣି_ଭୁଲ୍_ଇଞ୍ଜେକ୍ସନ_ନେଲା_ଜୀବନ
ଭଦ୍ରକ ଆରଡି ଛକ ସ୍ଥିତ ରାଜୀବ କେଆର ଘରୋଇ ଡାକ୍ତରଖାନାରେ ଭୁଲ୍ ଇଞ୍ଜେକ୍ସନ କାରଣରୁ ରୋଗୀ ମୃତ୍ୟୁ ଘଟିଥିବା ନେଇ ସଙ୍ଗୀନ ଅଭିଯୋଗ। ଘଟଣାକୁ ନେଇ ମେଡିକାଲ ପରିସରରେ ଦେଖାଦେଇଛି ତୀବ୍ର ଉତ୍ତେଜନା, ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ପୋଲିସ ମୁତୟନ। ଜଣେ ଡ଼ାକ୍ତରଙ୍କୁ ପୋଲିସ ରଖିଛି ଅଟକ ।
#citykhabarbhadrak

ଭଦ୍ରକ: #ପୁଣି_ଭୁଲ୍_ଇଞ୍ଜେକ୍ସନ_ନେଲା_ଜୀବନ ଭଦ୍ରକ ଆରଡି ଛକ ସ୍ଥିତ ରାଜୀବ କେଆର ଘରୋଇ ଡାକ୍ତରଖାନାରେ ଭୁଲ୍ ଇଞ୍ଜେକ୍ସନ କାରଣରୁ ରୋଗୀ ମୃତ୍ୟୁ ଘଟିଥିବା ନେଇ ସଙ୍ଗୀନ ଅଭିଯୋଗ। ଘଟଣାକୁ ନେଇ ମେଡିକାଲ ପରିସରରେ ଦେଖାଦେଇଛି ତୀବ୍ର ଉତ୍ତେଜନା, ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ପୋଲିସ ମୁତୟନ। ଜଣେ ଡ଼ାକ୍ତରଙ୍କୁ ପୋଲିସ ରଖିଛି ଅଟକ । #citykhabarbhadrak

Bhadrak Rural, Bhadrak | Jul 13, 2026

🎉 ଭଦ୍ରକ ଜିଲ୍ଲାରେ ନିର୍ବାଚନ ଫଳାଫଳ ପରେ ବଡ଼ ପ୍ରତିକ୍ରିୟା!

🏆 ବିଜୟ ପରେ ସଭାପତି ପ୍ରାର୍ଥୀ ଖଗେଶ୍ବର ଦାସ କ'ଣ କହିଲେ?
ଜନତାଙ୍କ ବିଶ୍ୱାସକୁ ନେଇ ଦେଲେ ବଡ଼ ବାର୍ତ୍ତା। ଦେଖନ୍ତୁ ତାଙ୍କର ସମ୍ପୂର୍ଣ୍ଣ ପ୍ରତିକ୍ରିୟା।

📹 ପୂରା ଭିଡିଓ ଦେଖନ୍ତୁ ଓ ନିଜ ମତାମତ କମେଣ୍ଟରେ ଜଣାନ୍ତୁ।

#Bhadrak #ElectionResult #KhageswarDas #BhadrakNews #OdishaPolitics #RCNODIA #BreakingNews #OdiaNews

🎉 ଭଦ୍ରକ ଜିଲ୍ଲାରେ ନିର୍ବାଚନ ଫଳାଫଳ ପରେ ବଡ଼ ପ୍ରତିକ୍ରିୟା! 🏆 ବିଜୟ ପରେ ସଭାପତି ପ୍ରାର୍ଥୀ ଖଗେଶ୍ବର ଦାସ କ'ଣ କହିଲେ? ଜନତାଙ୍କ ବିଶ୍ୱାସକୁ ନେଇ ଦେଲେ ବଡ଼ ବାର୍ତ୍ତା। ଦେଖନ୍ତୁ ତାଙ୍କର ସମ୍ପୂର୍ଣ୍ଣ ପ୍ରତିକ୍ରିୟା। 📹 ପୂରା ଭିଡିଓ ଦେଖନ୍ତୁ ଓ ନିଜ ମତାମତ କମେଣ୍ଟରେ ଜଣାନ୍ତୁ। #Bhadrak #ElectionResult #KhageswarDas #BhadrakNews #OdishaPolitics #RCNODIA #BreakingNews #OdiaNews

Bhadrak Rural, Bhadrak | Jul 12, 2026