Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Cbi
Mathura
���ायल
Fatehpur
Jodhpur
Amitshah
Uppolice

ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୩ ଛକରେ ଭାରସାମ୍ୟ ହରାଇ ଗାର୍ଡ ଓ୍ବାଲ୍ କୁ ପିଟି ହେଲା ପିଚୁ ବୋଝେଇ ଟ୍ଯାଙ୍କର

ରାଉରକେଲା ସେକ୍ଟର ୩ ଛକରେ ଭାରସାମ୍ୟ ହରାଇ ଗାର୍ଡ ଓ୍ବାଲ୍ କୁ ପିଟି ହୋଇଗଲା ଏକ ପିଚୁ ବୋଝେଇ ଟ୍ଯାଙ୍କର। ଗାର୍ଡ ଓ୍ବାଲ୍ କୁ ପିଟି ହୋଇ ଲୁହା ଗେଟ୍ ଗୁଡିକୁ ଧକ୍କା ଦେଇଥିଲା ଟ୍ଯାଙ୍କର। ବୁଧବାର ରାତି ୯ ଘଣ୍ଟା ୪୦ ମିନିଟ ସମୟରେ ଏଭଳି ଏକ ଦୁର୍ଘଟଣା ଘଟିଥିବା ବେଳେ ଟ୍ଯାଙ୍କର ଟି ଅଳ୍ପକେ ରକ୍ଷା ପାଇଯାଇଛି।