କଳାହାଣ୍ଡି: ପୋଡ଼ା ଗୁଡ଼ା ଗାଁକୁ ମଦ ମୁକ୍ତ କରିବା ପାଇଁ ଆମପାଣି ଥାନାରେ ମହିଳାଙ୍କ ଗୁହାରି
Kalahandi, Kalahandi | Oct 17, 2026
ପୋଡ଼ା ଗୁଡ଼ା ଗାଁକୁ ମଦ ମୁକ୍ତ କରିବା ପାଇଁ ଆମପାଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଗାଁର ମହିଳାମାନେ। ଗାଁରେ ବଢ଼ୁଥିବା ମଦ କାରବାରକୁ ନେଇ ଚିନ୍ତା ପ୍ରକଟ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।