Public App Logo
Jansamasya
Amitshah
Uppolice
Live
Pratapgarh
Westbengal
Ballia
Farrukhabad
Mirzapur
Rain
Tikamgarh
Trending
Prayagraj
Modiji
Protest
���तरपुर
���ोगी_आदित्यनाथ
Letestnews
Arvindkejriwal
Weather
Noida
Rahul
Indianews
New_delhi
Akhileshyadav
Upnews
Newsupdate
Dehradun
Viralvideo
Pressconference

ଧର୍ମଗଡ: ମଣ୍ଡଳ ଠାରେ ପାଳିତ ହେଲା ଆଦିବାସୀଙ୍କ ପାରମ୍ପରିକ ପର୍ବ "ଟୋକି ମରା ପର୍ବ 'ର ଉପ ପର୍ବ ଗୁଡି ଚଗା ପର୍ବ

Dharamgarh, Kalahandi | Nov 30, 2025
ରବିବାର କଲମପୁର ବ୍ଲକ ମଣ୍ଡଳ ଗ୍ରାମ ଠାରେ ମହାସମାରୋହରେ ପାଳିତ ହେଇଯାଇଛି ଆଦିବାସୀଙ୍କ ପାରମ୍ପରିକ ପର୍ବ ଟୋକି ମରା ପର୍ବ ର ଉପ ପର୍ବ ଗୁଡି ଚଗା। ଚଳିତ ବର୍ଷ ଆଦିବାସୀଙ୍କ ପାରମ୍ପରିକ ପର୍ବ ଟୋକି ମରା ପର୍ବ ମଣ୍ଡଳ ଗ୍ରାମ ଠାରେ ଆଗାମୀ ୨୮ ଡିସେମ୍ବର ରେ ପାଳନ ହେବ। ତେଣୁ ଆଜି ଟୋକି ମରା ପର୍ବ ର ଉପ ପର୍ବ ଗୁଡି ଚଗା ମହା ସମାରୋହରେ ପାଳନ କରାଯାଇଛି।

MORE NEWS