ପୁରୀ: ବିଶ୍ୱମ୍ବରରେ 155 ବିଜ୍ଞାନ ପ୍ରକଳ୍ପ ରହିଥିବା ବିଜ୍ଞାନ ମେଳା ସଫଳ ହେଲା
Puri, Puri | Sep 8, 2026
ବିଶ୍ୱମ୍ବର ବିଦ୍ୟାପୀଠରେ ବିଜ୍ଞାନ ମେଳାରେ 155ଟି ବିଭିନ୍ନ ବୈଜ୍ଞାନିକ ପ୍ରକଳ୍ପ ପ୍ରଦର୍ଶିତ ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀ ଓ SMC ସଭାପତି ଏହା ଉଦ୍ଘାଟନ କରିଥିଲେ। ପିଏମ୍ ଓ ଅନ୍ୟ ଅତିଥିମାନେ ପ୍ରକଳ୍ପଗୁଡ଼ିକୁ ମୂଲ୍ୟାୟନ କରିଛନ୍ତି।