ଖରିଆର: ନୂଆପଡ଼ାରେ ଲଗାଣ ବର୍ଷାରେ ଶହ ଶହ ହେକ୍ଟର ମକା ଚାଷ ନଷ୍ଟ, ଚିନ୍ତାରେ ଚାଷୀ
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ମକା ଫସଲ ନଷ୍ଟ ହୋଇଛି। କ୍ଷତିଗ୍ରସ୍ତ ଚାଷୀ ସରକାରୀ ସହାୟତା ପାଇଁ ନିବେଦନ କରିଥିବା ବେଳେ ଜିଲ୍ଲାପାଳ କହିଛନ୍ତି ଯେ ତଦନ୍ତ ପରେ ହିଁ କ୍ଷତିପୂରଣ ପ୍ରଦାନ କରାଯିବ।