ଘର ମାଲିକଙ୍କ ଅତ୍ୟାଚାର ସ୍ଥାନୀୟ ଆଦିତ୍ୟ ନଗର ଠାରେ ଶୀତୁଆ ରାତି ଅଧାରେ ଘରକୁ ଖାଲି କରିବା ପାଇଁ ବାଧ୍ୟ କରିବା ସହ ଭଡ଼ା ଘରର ବିଦ୍ୟୁତ୍ ଓ ପାଣି କାଟି ବାହାର କଲେ ମାଲିକ ଆଜି ରାତି ୮ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ଭଡାଟିଆ ବିଶ୍ଵା ମିତ୍ରା ପଟ୍ଟନାୟକ। ଦୀର୍ଘ ୮ ବର୍ଷ ଧରି ରହି ଆସୁଥିବା ବେଳେ ହଠାତ୍ ଘର ମାଲିକଙ୍କ କଡ଼ା ଆଭିମୁଖ୍ୟ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ଗଣମାଧ୍ୟମ ସହ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ଲୋଡ଼ିଛନ୍ତି।