ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ପାଣିପାଗ ସ୍ଥିତି ନେଇ ବିଭାଗୀୟ ଅଧିକାରିଣୀଙ୍କ ସୂଚନା
ଗଜପତି ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ବିଭାଗୀୟ ଅଧିକାରିଣୀ ପାଣିପାଗର ଗତିବିଧି ସମ୍ପର୍କରେ ପ୍ରତିକ୍ରିୟା ରଖିବା ସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।