କେନ୍ଦ୍ରାପଡା: ଏମପାୱାର ବିଦ୍ୟାଳୟରେ ଜନ୍ମଦିନ ଉତ୍ସବ: ଯୋଗଦେଲେ ଦୁଇ ବିଧାୟକ
କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏମପାୱାର ବିଦ୍ୟାଳୟର ଅଧ୍ୟକ୍ଷଙ୍କ ଝିଅଙ୍କ ଜନ୍ମଦିନ ଉତ୍ସବରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବଂ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ଆଶୀର୍ବାଦ ପ୍ରଦାନ କରିଛନ୍ତି।