Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ନର୍ଲା: ନର୍ଲା ସ୍ଥିତ ଖେଳ ପଡିଆ ଠାରେ ଫୁଟବଲ ପ୍ରତିଯୋଗିତା ଧର୍ମଗଡ କୁ ହରାଇଲା ଟିଟିଲାଗଡ

Narala, Kalahandi | Jan 15, 2026
ଆଜି ଗୁରୁବାର ଦିନ ଅପରାହ୍ନ ତିନିଟା ସମୟରେ ନର୍ଲା ସ୍ଥିତ ହାଇସ୍କୁଲ ଖେଳ ପଡିଆ ଠାରେ ଯୋଶୋ ଝୁନା ମେମୋରିଆଲ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ଦ୍ବିତୀୟ ଦିନରେ ଧର୍ମଗଡ ଓ ଟିଟିଲାଗଡ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା ଏଥିରେ ଟିଟିଲାଗଡ ବିଜୟୀ ହୋଇଥିଲା ବିମଳ କେଡ଼ିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ
ନର୍ଲା: ନର୍ଲା ସ୍ଥିତ ଖେଳ ପଡିଆ ଠାରେ ଫୁଟବଲ ପ୍ରତିଯୋଗିତା ଧର୍ମଗଡ କୁ ହରାଇଲା ଟିଟିଲାଗଡ - Narala News