ଛତ୍ରପୁର: ଛତ୍ରପୁର ମୁନିସିପେଣ୍ଠ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ
ଛତ୍ରପୁର ବ୍ଲକର ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ। ହସ୍ପିଟାଲର ଗୁଣବତ୍ତା, ରୋଗୀସେବା ଓ ଔଷଧ ବିତରଣ ବ୍ୟବସ୍ଥା ନେଇ କଲେ ସମୀକ୍ଷା।