କେନ୍ଦ୍ରାପଡା: ପାଟକୁରା: ସ୍ୱର୍ଗତ ପ୍ରହଲ୍ଲାଦ ବେହେରାଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଦେଲେ ଶାନ୍ତନୁ ନାୟକ
ପାଟକୁରା ଅଞ୍ଚଳର ତେଣ୍ଡାକୁଡ଼ା ପଞ୍ଚାୟତ ବିନ୍ଧା ନୂଆଗାଁରେ ସ୍ୱର୍ଗତ ପ୍ରହଲ୍ଲାଦ ବେହେରାଙ୍କ ଏକାଦଶାହ କାର୍ଯ୍ୟକ୍ରମ ଅନୁଷ୍ଠିତ। ସମାଜସେବୀ ଶାନ୍ତନୁ କୁମାର ନାୟକ ଯୋଗଦେଇ ଦିବଂଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।