ଛତ୍ରପୁର: ରାସନ କାର୍ଡ ସମସ୍ୟା ନେଇ ମେୟରଙ୍କୁ ଭେଟିଲେ ବୃଦ୍ଧା, ତୁରନ୍ତ ହେଲା ସମାଧାନ
ବ୍ରହ୍ମପୁର ୱାର୍ଡ ନମ୍ବର 27ର ଜଣେ ବୃଦ୍ଧା ରାସନ କାର୍ଡ ଫିଙ୍ଗର ପ୍ରିଣ୍ଟ ସମସ୍ୟା ନେଇ ମେୟରଙ୍କୁ ଭେଟିଥିଲେ। ମେୟର ତୁରନ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଡାକି ଏହି ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି।