ନୂଆପଡା: ନୂଆପଡ଼ା: ପହରିଆ ସମ୍ପ୍ରଦାୟ ପାଇଁ ଆଇନ ସଚେତନତା ଶିବିର
ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପହରିଆ ସମ୍ପ୍ରଦାୟ ଓ ସିଆରପିଏଫ୍ ଯବାନଙ୍କ ପାଇଁ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। ପଦ୍ମଶ୍ରୀ ମହେନ୍ଦ୍ର ମିଶ୍ରଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ସେମାନଙ୍କ ଅଧିକାର ଓ ସରକାରୀ ଯୋଜନା ବିଷୟରେ ସଚେତନ କରିଛନ୍ତି।