ସୁକିନ୍ଦା: ଯାଜପୁରରେ ଏବିଭିପିର ଛାତ୍ରନେତା ସମ୍ମିଳନୀ ଅନୁଷ୍ଠିତ
ଯାଜପୁରରେ ଏବିଭିପି ପକ୍ଷରୁ ଆୟୋଜିତ ହୋଇଯାଇଛି ଛାତ୍ରନେତା ସମ୍ମିଳନୀ। ଛାତ୍ର ସଂସଦ ନିର୍ବାଚନ ଓ ଛାତ୍ର ରାଜନୀତିର ଭବିଷ୍ୟତ ନେଇ ହୋଇଛି ବିସ୍ତୃତ ଆଲୋଚନା। କାର୍ଯ୍ୟକ୍ରମରେ ବିଶ୍ୱନାଥ ଶତପଥୀ ଓ ବୁଦ୍ଧଦେବ ବାଘ ଯୋଗଦେଇ ଉଦବୋଧନ ଦେଇଛନ୍ତି।