Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ନର୍ଲା: ନର୍ଲା ସ୍ଥିତ ଶୈବ ପୀଠ ରେ ମକର ସଂକ୍ରାନ୍ତି ପର୍ବ ଆୟୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

Narala, Kalahandi | Jan 14, 2026
ଆଜି ବୁଧବାର ଦିନ ସକାଳ ନଅ ଘଣ୍ଟା ସମୟରେ ନର୍ଲା ସ୍ଥିତ ଶୈବ ପୀଠ ରେ ସ୍ଥାନୀୟ ମହିଳା ଙ୍କ ଦ୍ଵାରା ମକର ସଂକ୍ରାନ୍ତି ପର୍ବ ଆୟୋଜନ ହୋଇଥିଲା ଶହ ଶହ ଶ୍ରଦ୍ଧାଳୁ ଭକ୍ତମାନେ ଦର୍ଶନ କରିଥିଲେ ଓ ଜଗନ୍ନାଥ ମନ୍ଦିରରେ କମିଟି ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା
ନର୍ଲା: ନର୍ଲା ସ୍ଥିତ ଶୈବ ପୀଠ ରେ ମକର ସଂକ୍ରାନ୍ତି ପର୍ବ ଆୟୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ - Narala News