ତେଲକୋଇ: କେନ୍ଦୁଝର: ବାଉଁଶବାହାଳି ଗ୍ରାମ ରାସ୍ତା ଶୋଚନୀୟ, ମରାମତି ଦାବିରେ ଗ୍ରାମବାସୀ
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ବାଉଁଶବାହାଳି ଗ୍ରାମକୁ ସଂଯୋଗ କରୁଥିବା ପିଚୁ ରାସ୍ତା ଏବେ ବିପଦପୂର୍ଣ୍ଣ। ରାସ୍ତାରୁ ପିଚୁ ଉଠି ଯାଇଥିବାରୁ ସ୍ଥାନୀୟ ବାସିନ୍ଦା ଓ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ତୁରନ୍ତ ଏହାର ମରାମତି କରିବାକୁ ଦାବି ହୋଇଛି।