ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ସରକାରି ଚିକିତ୍ସାଳୟ ପରିସ ରର ଚକ୍ଷୁବିଭାଗପ୍ରାଙ୍ଗଣରେ କଳାକାର ମାନ ଙ୍କ ଦ୍ୱାରା ଲଘୁନାଟକ " ଚକ୍ଷୁଦାନ ମହତ ଦାନ "ପରିବେଷଣ ହୋଇଛି
Raurkela M, Sundargarh | Sep 4, 2025
ସେପ୍ଟେମ୍ବର ୪ତାରିଖ ଦିନ ୧୨ଟା ସମୟରେ ରାଉରକେଲା ସରକାରୀ ଚିକିତ୍ସାଳୟ ପରିସରରେ ଥିବା ଚକ୍ଷୁ ବିଭାଗ ପ୍ରାଙ୍ଘଣରେ ଏକ ସଚେତନତା କାର୍ଯ୍ୟକ୍ରମ...