ବିଞ୍ଝାରପୁର: ଯାଜପୁର ଜାରକାରେ ଦୁର୍ଗାପୂଜା ଭିଡ଼: ଟ୍ରାଫିକ ସମସ୍ୟାରେ ଅସ୍ତବ୍ୟସ୍ତ ଶ୍ରଦ୍ଧାଳୁ
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜାରକା ଅଞ୍ଚଳରେ ଦୁର୍ଗାପୂଜା ପାଇଁ ଭୀଷଣ ଟ୍ରାଫିକ ସମସ୍ୟା। ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁଁ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସିଲେ ଯାତ୍ରୀ। ପ୍ରଶାସନର ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ।