Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ବୌଦ୍ଧ ସଦର: ଖଜୁରୀପଡ଼ା ନିକଟରେ ପୋଲିସ ଗାଡ଼ି ଉପରକୁ ପଥର ମାରିଥିବା ଯବାନଙ୍କ ନାମରେ ମାମଲା ରୁଜୁ

MORE NEWS

ଲଗାଣ ବର୍ଷାରେ ଭୁସୁଡ଼ିଲା ଗରିବର ଆଶ୍ରୟ, ଅଳ୍ପକେ ବର୍ତ୍ତିଲେ ୩ ପ୍ରାଣ 
​ବୌଦ୍ଧ ବ୍ଲକ ମନୁପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲି ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜିଲ୍ଲାରେ ଗତ ଦୁଇଦିନ ହେବ ବର୍ଷା ଲାଗି ରହିଥିବା ବେଳେ, ଗ୍ରାମର ନରେନ୍ଦ୍ର ଗୁରୁଙ୍କ ମାଟିଘର କାନ୍ଥ ହଠାତ୍ ଭୁସୁଡ଼ି ପଡ଼ିଛି।
​କାନ୍ଥ ଭୁସୁଡ଼ିବା ଫଳରେ ନରେନ୍ଦ୍ରଙ୍କ ପତ୍ନୀଙ୍କ ସମେତ ତାଙ୍କର ଦୁଇ ନିଷ୍ପାପ ଶିଶୁ ମାଟି ତଳେ ପୋତି ହୋଇଯାଇଥିଲେ। ତେବେ ଗ୍ରାମବାସୀଙ୍କ ତତ୍ପରତା ଓ ସାହସିକତା ଯୋଗୁଁ ସେମାନଙ୍କୁ ସୁରକ୍ଷିତ ଭାବେ ମାଟି ତଳୁ ଉଦ୍ଧାର କରାଯାଇଛି। ଏକ ବଡ଼ ବିପତ୍ତିରୁ ସାମାନ୍ୟକେ ରକ୍ଷା ପାଇଯାଇଛନ୍ତି ୩ ଜୀବନ। ଏହି ଗରିବ ଓ ଅସହାୟ ପରିବାରଟି ଏବେ ସମ୍ପୂର୍ଣ୍ଣ ବାସହୀନ ହୋଇପଡ଼ିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ପରିବାର ପ୍ରତି ଦୃଷ୍ଟି ଦେଇ ସେମାନଙ୍କୁ ସରକାରୀ ସହାୟତା ସହ ଆବାସ ଯୋଜନାରେ ଘର ଯୋଗାଇଦେବା ସହ ଥଇଥାନ କରିବା ପାଇଁ ଗ୍ରାମବାସୀ ସାଧାରଣରେ ଦୃଢ଼ ଦାବି କରିଛନ୍ତି।
​#BaudhNews #OdishaRain #AccidentAlert #DistrictAdministration #HelpThePoor #Humanity #Odisha

ଲଗାଣ ବର୍ଷାରେ ଭୁସୁଡ଼ିଲା ଗରିବର ଆଶ୍ରୟ, ଅଳ୍ପକେ ବର୍ତ୍ତିଲେ ୩ ପ୍ରାଣ ​ବୌଦ୍ଧ ବ୍ଲକ ମନୁପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲି ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜିଲ୍ଲାରେ ଗତ ଦୁଇଦିନ ହେବ ବର୍ଷା ଲାଗି ରହିଥିବା ବେଳେ, ଗ୍ରାମର ନରେନ୍ଦ୍ର ଗୁରୁଙ୍କ ମାଟିଘର କାନ୍ଥ ହଠାତ୍ ଭୁସୁଡ଼ି ପଡ଼ିଛି। ​କାନ୍ଥ ଭୁସୁଡ଼ିବା ଫଳରେ ନରେନ୍ଦ୍ରଙ୍କ ପତ୍ନୀଙ୍କ ସମେତ ତାଙ୍କର ଦୁଇ ନିଷ୍ପାପ ଶିଶୁ ମାଟି ତଳେ ପୋତି ହୋଇଯାଇଥିଲେ। ତେବେ ଗ୍ରାମବାସୀଙ୍କ ତତ୍ପରତା ଓ ସାହସିକତା ଯୋଗୁଁ ସେମାନଙ୍କୁ ସୁରକ୍ଷିତ ଭାବେ ମାଟି ତଳୁ ଉଦ୍ଧାର କରାଯାଇଛି। ଏକ ବଡ଼ ବିପତ୍ତିରୁ ସାମାନ୍ୟକେ ରକ୍ଷା ପାଇଯାଇଛନ୍ତି ୩ ଜୀବନ। ଏହି ଗରିବ ଓ ଅସହାୟ ପରିବାରଟି ଏବେ ସମ୍ପୂର୍ଣ୍ଣ ବାସହୀନ ହୋଇପଡ଼ିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ପରିବାର ପ୍ରତି ଦୃଷ୍ଟି ଦେଇ ସେମାନଙ୍କୁ ସରକାରୀ ସହାୟତା ସହ ଆବାସ ଯୋଜନାରେ ଘର ଯୋଗାଇଦେବା ସହ ଥଇଥାନ କରିବା ପାଇଁ ଗ୍ରାମବାସୀ ସାଧାରଣରେ ଦୃଢ଼ ଦାବି କରିଛନ୍ତି। ​#BaudhNews #OdishaRain #AccidentAlert #DistrictAdministration #HelpThePoor #Humanity #Odisha

Baudh Sadar, Boudh (Bauda) | Jul 28, 2026

ବୌଦ୍ଧରେ ଏସ୍‌ଆଇଆର୍-୨୦୨୬ର ଦାବି ଓ ଆପତ୍ତି ଶୁଣାଣି ପ୍ରକ୍ରିୟାର ସମୀକ୍ଷା କଲେ ସିଇଓ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ

ବୌଦ୍ଧରେ ଏସ୍‌ଆଇଆର୍-୨୦୨୬ର ଦାବି ଓ ଆପତ୍ତି ଶୁଣାଣି ପ୍ରକ୍ରିୟାର ସମୀକ୍ଷା କଲେ ସିଇଓ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ

Baudh Sadar, Boudh (Bauda) | Jul 28, 2026