ବରଗଡ ସଦର: ବରଗଡ଼: ଅକ୍ଟୋବର ମାସର ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟସୂଚୀ ପ୍ରକାଶ
ବରଗଡ଼ ଜିଲ୍ଲାରେ ଅକ୍ଟୋବର ମାସ ପାଇଁ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟସୂଚୀ ଜାରି କରାଯାଇଛି। ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଯୋଗ ଦେବାକୁ ଚାହୁଁଥିବା ହିତାଧିକାରୀମାନେ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ସମ୍ବନ୍ଧୀୟ ସୂଚନା ପାଇଁ ପ୍ରଶାସନିକ ୱେବସାଇଟ୍ ଯାଞ୍ଚ କରନ୍ତୁ।