କାମାକ୍ଷାନଗର: ପିତାଙ୍କ ସେବା ଆଦର୍ଶକୁ ଆଗକୁ ନେଉଛନ୍ତି ବର୍ଣ୍ଣାଳି ପଟ୍ଟନାୟକ
କାମାକ୍ଷାନଗରର ପୂର୍ବତନ ବିଧାୟକ ସ୍ୱର୍ଗତ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ଜନସେବାକୁ ଆଗକୁ ନେଉଛନ୍ତି ତାଙ୍କ ଝିଅ ବର୍ଣ୍ଣାଳି। ପ୍ରସନ୍ନ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ଜରିଆରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ନାରୀ ସଶକ୍ତିକରଣ ପାଇଁ କାର୍ଯ୍ୟ ଜାରି ରହିଛି।