ଯାଜପୁର ଜିଲ୍ଲାରେ ସାଇବର ଥାନା ଖୋଲିବାକୁ ନେଇ ଯାଜପୁର ଟାଉନ ସ୍ଥିତ ସଂସ୍କୃତି ଭବନରେ ସୂଚନା ଦେଲେ ଏସପି ୟସ ପ୍ରତାପ ଶ୍ରୀମଲ l ଧୀରେ ଧୀରେ ରାଜ୍ୟରେ ରାଜ୍ୟରେ ସାଇବର କ୍ରାଇମ ବୃଦ୍ଧି ହେଉଛି l ଏହି ସାଇବର କ୍ରାଇମ ଏବେ ଜିଲ୍ଲାକୁ ମଧ୍ୟ ବ୍ୟାପିବା ପାଇଁ ଲାଗିଲାଣି l ଏହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାରେ ସାଇବର ଥାନା ଖୋଲିବାକୁ ନେଇ ସୂଚନା ଦେଲେ ଏସପି l