କୋଟପାଡ: କୋଟପାଡ଼ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚିଲା ବିଜେଡି: ଦେଲା ସହାୟତା
Kotpad, Koraput | Sep 30, 2026 କୋଟପାଡ଼ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଜୁ ଜନତା ଦଳ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ବନ୍ୟା ପୀଡ଼ିତଙ୍କ ସମସ୍ୟା ବୁଝିବା ସହ ଦଳ ପକ୍ଷରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି।