ଅନୁଗୋଳ: ନାଲକୋ ଟାଉନଶିପ ଛକ ନିକଟରେ ଟ୍ରକ ସହ କାର ଦୁର୍ଘଟଣା
Anugul, Angul | May 15, 2025 ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ଥାନାର ନାଲକୋ ଟାଉନଶିପ ଛକ ନିକଟରେ ଗୁରୁବାର ରାତି ସାଢ଼େ ନଅଟା ସମୟରେ ଗୋଟିଏ ଟ୍ରକ ସହ କାର ଦୁର୍ଘଟଣା ହୋଇଛି। ତେଣୁ ପରିସ୍ଥିତି ଉତ୍ତେଜନା ହୋଇଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।