ଅନୁଗୋଳ: ଅପରେସନ ସିନ୍ଦୂରର ସଫଳତାକୁ ନେଇ ତାଳଚେରରେ ଶୋଭାଯାତ୍ରା ଅନୁଷ୍ଠିତ, ଉପ ଜିଲ୍ଲାପାଳଙ୍କ ଅଫିସ ଠାରେ ପ୍ରତିକ୍ରିୟା ରଖିଲେ ଅଞ୍ଚଳବାସୀ
Anugul, Angul | May 15, 2025 ଶୋଭାଯାତ୍ରାରେ ବିଭିନ୍ନ ସରକାରୀ ବିଭାଗର କର୍ମଚାରୀ , ପୋଲିସ ବାହିନୀ,ଅବସରପ୍ରାପ୍ତ ସେନା କର୍ମଚାରୀ, ଲୋକ ପ୍ରତିନିଧିଙ୍କ ସମେତ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଏହି ରାଲିରେ ସାମିଲ ହୋଇଥିଲେ । ବନ୍ଦେ ମାତରମ୍,ଭାରତ ମାତାକି ଜୟ, ଜୟ ଯବାନ ନାରାଦେଇ ସହର ପରିକ୍ରମା କରିଥିଲେ ଜନସାଧାରଣ। ‘ଅପରେସନ୍ ସିନ୍ଦୂର’ର ସଫଳତା ପରେ ଆଜିର ଏହି ତ୍ରିରଙ୍ଗା ଶୋଭାଯାତ୍ରା ଆତଙ୍କବାଦ ବିରୋଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବା ସହ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ଭାରତୀୟ ତ୍ରିରଙ୍ଗା ତଳେ, ଯେତେବେଳେ ଏକଜୁଟ୍ ହେବେ ସେତେବେଳେ କୌଣସି ଶକ୍ତି ଆମ ବିରୋଧରେ ବିରୋଧରେ ସଫଳ ହେବେ ନା