ଧର୍ମଶାଳା: ଧର୍ମଶାଳା ଦୁର୍ଗା ପୂଜାରେ ନିକିତା ଗାନ୍ଧୀଙ୍କ ଧମାକା
ଧର୍ମଶାଳା ଦୁର୍ଗା ପୂଜା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ବଲିଉଡ ଗାୟିକା ନିକିତା ଗାନ୍ଧୀଙ୍କ ଦମଦାର ପରଫରମାନ୍ସ। ଡିଜେ ବିଟ୍ରେ ଦାଣ୍ଡିଆ ନୃତ୍ୟ କଲେ ହଜାର ହଜାର ଦର୍ଶକ। କାର୍ଯ୍ୟକ୍ରମକୁ ନେଇ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି।