Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Aap
Indore
Bareilly
Nda
School

ଭୋଗରାଇ: ସାହାବାଜିପୁର ପଞ୍ଚାୟତ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ,ପୋଲିସର ତଦନ୍ତ ଜାରି

Bhograi, Balasore | Dec 1, 2025
ଭୋଗରାଇର ସାହାବାଜିପୁର ପଂଚାୟତ ଅଧୀନ ସେହି ଗାଁର ସୀତାରାମ ମଲ୍ଲିକଙ୍କ ସାନ ପୁଅ ବଳିଆ( ୨୧) ଙ୍କର ସୋମବାର ସନ୍ଧ୍ୟାରେ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଘରେ କେହି ନଥିବା ବେଳେ ସେ ଶୋଇବା କୋଠରୀରେ ଏଭଳି କାଣ୍ଡ ଭିଆଇ ଥିବା ଜଣା ପଡିଛି । ତାଳସାରୀ ସାମୁଦ୍ରିକ ଥାନା ପକ୍ଷରୁ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜଲେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଛି। ତେବେ ପ୍ରେମ ଜନିତ ଏଭଳି ଆତ୍ମହତ୍ୟା ହୋଇ ଥାଇ ପାରେ ବୋଲି ସ୍ଥାନୀୟ ଲୋକେ ଚର୍ଚ୍ଚା କରୁଛନ୍ତି ।