ପଦ୍ମପୁର: ଆସନ୍ତା କାଳି ପଦ୍ମପୁର ସହରରେ ସକାଳ 8ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ
ବରଗଡ ଜିଲ୍ଲା ପଦ୍ମପୁର ସହର ଗାଇସିଲେଟ ରାସ୍ତା ରେ ଥିବା 132 optcl ଗ୍ରିଡ଼ ରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଥିବା ନିମନ୍ତେ ସକାଳ 8ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ପଦ୍ମପୁର ସହରରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ଆଜି 5 ଟା ସମୟରେ ସୂଚନା ଦେଇଛି ବିଦ୍ୟୁତ ବିଭାଗ।