Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Politics

ଦେବଗଡ: ରଞ୍ଜଣା ନିକଟରେ ବାଇକ ଅଟକାଇ ଯୁବତୀଙ୍କ ଠାରୁ ସୁନା ଚେନ୍ ଓ ୫୦ ହଜାର ଟଙ୍କା ଲୁଟ କରି ୩ ଜଣ ଲୁଟେରା ଫେରାର

ରାସ୍ତା ଉପରେ ବାଇକ ଅଟକାଇ ଭାବି ସ୍ୱାମୀଙ୍କ ଉପସ୍ଥିତିରେ ଜଣେ ଯୁବତୀଙ୍କ ଠାରୁ ସୁନା ଚେନ୍ ଓ ୫୦ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ରଞ୍ଜଣା ନିକଟ ଜାତୀୟ ରାଜପଥରେ ଆଜି ଦିନ ପ୍ରାୟ ୧୧.୧୫ ରେ ଏଭଳି ଏକ ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କୁଣ୍ଢେଇଗୋଳା ଥାନା କଂଟାବାହାଳ ଗ୍ରାମର ହୃଷିକେଶ ସାହୁଙ୍କ ଝିଅ ମନିସାରାଣୀ ସାହୁ ଏବଂ ତାଙ୍କ ଭାବିସ୍ୱାମୀ କେନ୍ଦୁଝର ଜିଲ୍ଲା ତେଲକୋଇ ଅଂଚଳର ବିକାଶ କୁମାର ଗଡନାୟକ ଏକ ବାଇକ ଯୋଗେ ଘରୁ ଦେବଗଡ ଅଭିମୁଖେ ଆସୁଥିଲେ ।

MORE NEWS

ଦେବଗଡ: ରଞ୍ଜଣା ନିକଟରେ ବାଇକ ଅଟକାଇ ଯୁବତୀଙ୍କ ଠାରୁ ସୁନା ଚେନ୍ ଓ ୫୦ ହଜାର ଟଙ୍କା ଲୁଟ କରି ୩ ଜଣ ଲୁଟେରା ଫେରାର - Debagarh News