Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ଧର୍ମଶାଳା: ବାଲିକୁଦା ସ୍ଥିତ ବେଆଇନ ବାଲି ଉଠାଣ ସ୍ଥାନକୁ ଯାଉଥିବା ରାସ୍ତା କାଟିଲା ପ୍ରଶାସନ

Dharmasala, Jajpur | Dec 3, 2025
ଯାଜପୁର ଜିଲ୍ଲା ଦର୍ପନ୍ ତହସିଲ ଅନ୍ତର୍ଗତ ବାଲିକୁଦା ସ୍ଥିତ ବେଆଇନ ବାଲି ଉଠାଣ ସ୍ଥାନକୁ ଯାଉଥିବା ରାସ୍ତାକୁ ପ୍ରଶାସନିକ ଅଧିକାରୀ ମାନଙ୍କ ଦ୍ଵାରା ଜେସିବି ମେସିନ ସାହାଯ୍ୟରେ କଟା ଯାଇଥିବା ବୁଧବାର ଅପରାହ୍ନ 4 ଘଟିକା ସମୟରେ ଦେଖିବାକୁ ମିଳିଥିଲା । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଆବେଦନ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସ୍ଥାନୀୟ ତହସିଲଦାର ।