ବିଷମକଟକ: ବିଷମକଟକରେ 'ସେବା ସେତୁ' ଶିବିର: ମହିଳାଙ୍କୁ ଚେକ୍ ଓ ଶ୍ରମିକଙ୍କୁ ଲେବର କାର୍ଡ ବଣ୍ଟନ
ରାୟଗଡ଼ ଜିଲ୍ଲା ବିଷମକଟକ ବ୍ଲକରେ ଆୟୋଜିତ ହୋଇଛି ବ୍ଲକସ୍ତରୀୟ ସେବା ସେତୁ ଶିବିର। ଏଥିରେ ବିଧାୟକ ନୀଳମାଧବ ହିକକାଙ୍କ ଉପସ୍ଥିତିରେ ଏସ୍ଏଚ୍ଜି ମହିଳାଙ୍କୁ ଚେକ୍ ଓ ଶ୍ରମିକମାନଙ୍କୁ ଲେବର କାର୍ଡ ପ୍ରଦାନ କରାଯାଇଛି।