ପାରଳାଖେମୁଣ୍ଡି: କୃଷ୍ଣଚନ୍ଦ୍ର ଗଜପତି କଲେଜ ନିର୍ବାଚନ: ବିଜୟୀ ହେଲେ ବିଜୁ ଛାତ୍ର ଜନତା ଦଳ ପ୍ରାର୍ଥୀ
କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ କୃଷ୍ଣଚନ୍ଦ୍ର କାର୍ଯୀ ସଭାପତି ଓ ନବୀନ ବେହେରା ସାଧାରଣ ସମ୍ପାଦକ ଭାବେ ବିଜୟୀ। ମୋଟ ୧୧ ଜଣ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି।