ବାଲେଶ୍ବର ସଦର: ବାଲେଶ୍ୱର ସଦର: ପୂର୍ତ୍ତ ବିଭାଗୀୟ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ଚାଲୁଥିବା ବିଭିନ୍ନ ପୂର୍ତ୍ତ ବିଭାଗୀୟ ପ୍ରକଳ୍ପର ପ୍ରଗତି ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍ତି। ଲୋକସଭା ଭବନରେ ଅନୁଷ୍ଠିତ ଏହି ବୈଠକରେ ବାଲେଶ୍ୱର ସଦର ବିଧାୟକ ମଧ୍ୟ ଉପସ୍ଥିତ ଥିଲେ।