Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
Bjp
National
Police
Bihar
कांग्रेस
हत्या
भारत
बीजेपी
Uttar_pradesh
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Uttarakhand
angulexpress39
1
ସମୁଦ୍ର ମନ୍ଥନ ପ୍ରତିମୂର୍ତ୍ତିକୁ ନେଇ ବିବାଦ। ସମୁଦ୍ର ମନ୍ଥନରେ ମନ୍ଦର ପର୍ବତ କାହିଁକି ନାହିଁ? ପ୍ରତିମୂର୍ତ୍ତି ପରିବର୍ତ୍ତନ ଦାବି କଲା RSS । ବିବାଦରେ ଅନୁଗୋଳ ପୌରପାଳିକା। ପ୍ରତିମୂର୍ତ୍ତି ନିର୍ମାଣକୁ ନେଇ ପୌରପାଳିକାକୁ ଘେରିଲା RSS ' ନୂଆ ପ୍ରତିମୂର୍ତ୍ତି ନିର୍ମାଣ ଦାବି, ପୌରପାଳିକାକୁ ଚେତାବନୀ। #CMO_Odisha #anugul #angulexpress #RastriyaSwayamsevakSangh #ProtestNews #HinduCulture #MohanMajhi #PratapChandraPradhan #anguldistrictadministration
Anugul, Angul
| Oct 13, 2026
#cmo_odisha
#anugul
#angulexpress
#rastriyaswayamsevaksangh
#protestnews
#hinduculture
#mohanmajhi
#pratapchandrapradhan
#anguldistrictadministration
MORE NEWS
୨୩ରୁ ବଲାଙ୍ଗୀରରେ କ୍ରୀଡ଼ା ମହାକୁମ୍ଭ ଜାତୀୟ ଲନ୍ ବଲ୍ ଚାମ୍ପିୟନସିପ୍
Anugul, Angul | Oct 22, 2026
ଜାତୀୟ ରାଜପଥ ଉପରେ ୪୦ ଟିକିଆ ହାତୀପଲ । ଯାତାୟାତ ହେଲା ଠପ । କାଟିବାକୁ ପଡିଲା ବାରିକେଡ । #BreakingNews #breakingnewstoday #BREAKING #elephant #HumanElephantConflict
Anugul, Angul | Oct 22, 2026
ବିଜୟା ଦଶମୀ ଅବସରରେ ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ବାର୍ତ୍ତା ନେଇ ତାଳଚେର ସାଉଥ ବଲଣ୍ଡା ଠାରେ ରାବଣପୋଡ଼ି ମହୋତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ରାବଣ ପୋଡ଼ି ଅନୁଷ୍ଠାନ ସାଉଥ ବଲଣ୍ଡା ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ପ୍ରାୟ ୫୦ ଫୁଟ ଉଚ୍ଚତାର ବିଶାଳ ରାବଣ ପ୍ରତିମୂର୍ତ୍ତି ଦହନ ମୁଖ୍ୟ ଆକର୍ଷଣ ସାଜିଥିଲା। ଏଥିସହ ଆଞ୍ଚଳିକ କୁନି କଳାକାରମାନଙ୍କ ଦ୍ୱାରା ପରିବେଷିତ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା। ଏହି ମହୋତ୍ସବରେ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାବଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ କରିଥିଲେ#talcher#angul#damanbanilive
Anugul, Angul | Oct 22, 2026
ଯାଜପୁର ଜିଲ୍ଲା ପୋଲିସ କୁ ବଡ଼ ସଫଳତା ସେକ୍ସ ରାକେଟ ଠାବ ଗରାଖ ଦଲାଲ ସହ ଦେହଜୀବୀ ଅଟକ#ଯାଜପୁର#ଦମନବାଣୀ ଲାଇଭ
Anugul, Angul | Oct 22, 2026
ଟାଟା ଷ୍ଟିଲ ଭୂଷଣ କଣ୍ଟାବଣିଆ ଠାରେ ଟ୍ରକ ଦୁର୍ଘଟଣାରେ ବାଇକ ଆରୋହୀ ମୃତ#damanbani
Anugul, Angul | Oct 22, 2026
#ରାବଣ_ଦହନ_କଲେ_ଧର୍ମେନ୍ଦ୍ରଙ୍କ_ଧର୍ମପତ୍ନୀ_ମୃଦୁଳା_ଠାକୁର_ପ୍ରଧାନ।ତାଳଚେର ସାଉଥ ବଲଣ୍ଡା ଠାରେ ରାବଣପୋଡି ମହୋତ୍ସବରେ ରାବଣକୁ ଦହନ କଲେ ପୂର୍ବତନ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ। #Rabanpodi #southbalanda #talcher #angulexpress #dussehrafestival #Odisha #DharmendraPradhan #mrudulathakurpradhan
Anugul, Angul | Oct 22, 2026
#ରାବଣ_ଦହନ_କଲେ_ଧର୍ମେନ୍ଦ୍ରଙ୍କ_ଧର୍ମପତ୍ନୀ_ମୃଦୁଳା_ଠାକୁର_ପ୍ରଧାନ।ତାଳଚେର ସାଉଥ ବଲଣ୍ଡା ଠାରେ ରାବଣପୋଡି ମହୋତ୍ସବରେ ରାବଣକୁ ଦହନ କଲେ ପୂର୍ବତନ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ। #Rabanpodi #southbalanda #talcher #angulexpress #dussehrafestival #Odisha
Anugul, Angul | Oct 22, 2026
ଯାଜପୁରରେ ସେକ୍ସ ରାକେଟ ଠାବ ୩ ଦେହଜିବୀଙ୍କ ସମେତ ୨ ଗ୍ରାହକ ଜଣେ ଦଲାଲ ଅଟକ। ପୁଳା ପୁଳା କଣ୍ଡୋମ ଜବତ। #SEXRAKET #JajpurPolice #raid #Jajpur #Odisha #angulexpress
Anugul, Angul | Oct 22, 2026
ତାଳଚେର ସାଉଥବଲଣ୍ଡା ଠାରେ ଧୂମଧାମରେ ପାଳିତ ହେଲା ବିଜୟାଦଶମୀ ଓ ରାବଣପୋଡ଼ି ମହୋତ୍ସବ ଅବସରରେ #MridulaThakurPradhan #talcherthecityofblackdiamond #talcher #DAMANBANI #BijayaDashami2026
Anugul, Angul | Oct 22, 2026