Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

କଟକ ପୌରାଞ୍ଚଳ: ସିଡିଏ ସେକ୍ଟର ୧୧ ରାସନ ଦୋକାନରୁ ମୋବାଇଲ ଫୋନ ଚୋରି କରିବା ମାମଲାରେ ଜଣଙ୍କୁ ଗିରଫ କଲା ସିଡିଏ ଫେଜ ୨ ଥାନା ପୋଲିସ

କଟକ ସିଡିଏ ସେକ୍ଟର ୧୧ ରେ ଥିବା ଏକ ରାସନ ଦୋକାନରୁ ଦୋକାନୀଙ୍କ ମୋବାଇଲ ଫୋନ ଚୋରି କରିବା ମାମଲାରେ ଜଣଙ୍କୁ ଗିରଫ କରିଛି ସିଡିଏ ଫେଜ ୨ ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ବଂଶୀଧର ଜେଠି। ଏ ନେଇ ଶନିବାର ରାତି ୯.୩୦ ମିନିଟ ସମୟରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ। ଅଭିଯୁକ୍ତକୁ ଆଜି ରାତି ୮ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି।