Public App Logo
Profile Picture

କଟକ ସମାଚାର

@silvercitykhabar
9729Followers
2Following
କଟକ ସଦର: ବଡ଼ମ୍ବା ବ୍ଲକ ପରିସରରେ ସ୍ୱାସ୍ଥ୍ୟ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ, ଯୋଗ ଦେଲେ ବିଧାୟକ
କଟକ ସଦର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ସେବା ସଂକଳ୍ପ ଅଭିଯାନ ସମ୍ପର୍କରେ ସର୍କିଟ ହାଉସରେ ବିଜେପିର ସାମ୍ବାଦିକ ସମ୍ମିଳନୀ
କଟକ ସଦର: ସହରରେ କମିସନରେଟ ପୋଲିସର ସ୍ପେଶାଲ ଡ୍ରାଇଭ୍, ୪ ଲକ୍ଷ ୪୪ ହଜାର ଟଙ୍କାର ଜରିମାନା ଆଦାୟ, ଡିସିପିଙ୍କ ଅଫିସରୁ ସୂଚନା
କଟକ ସଦର: ବେଲଭ୍ୟୁ ଛକରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଚଢାଉ, କଳା ରଙ୍ଗର କାଚ ଓ ଫିଲ୍ମ ଜୋରଦାର ଧରପକଡ
କଟକ ସଦର: ବାରଙ୍ଗ ବେଲଗଛିଆରେ ତହସିଲଦାରଙ୍କୁ ବାଲି ମାଫିଆଙ୍କ ହତ୍ୟା ଉଦ୍ୟମ ଘଟଣା, ଥାନାରେ ରୁଜୁ ନେଲା ମାମଲା, ହାଇୱା ଜବତ
କଟକ ସଦର: ସଦର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ସାଂସଦ ଓ ବିଧାୟକ
କଟକ ସଦର: କନ୍ଦରପୁର ପଞ୍ଚାୟତ ଏସଏଚଜି ଗ୍ରୁପ ଲୋନରେ ହେରଫେର ନେଇ ଆଠଗଡ ଥାନା ଘେରାଉ ସମ୍ପର୍କରେ ଅବସରପ୍ରାପ୍ତ ସୈନିକ ବିଶ୍ବଜିତ ନାୟକଙ୍କ ପ୍ରତିକ୍ରିୟା
କଟକ ସଦର: ଆଠଗଡ଼ ଉପଖଣ୍ଡରେ ଉପ ଜିଲ୍ଲାପାଳ ଭାବେ ଯୋଗ ଦେଲେ ଯୁବ ଆଇଏଏସ ଅଧିକାରୀ ଅନିମେଶ ପ୍ରଧାନ
କଟକ ସଦର: ନିଶ୍ଚିନ୍ତକୋଇଲି ବଜାରରେ ବେଆଇନ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କୁ ଗିରଫ କଲା ନିଶ୍ଚିନ୍ତକୋଇଲି ଥାନା ପୋଲିସ
କଟକ ସଦର: କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ କେଡିଏର ନୂତନ ୱେବସାଇଟ ଉନ୍ମୋଚନ କଲେ କେଡିଏ ଉପାଧ୍ୟକ୍ଷା
କଟକ ସଦର: ସହରରେ କମିସନରେଟ ପୋଲିସର ସ୍ପେଶାଲ ଡ୍ରାଇଭ୍, ମୋଟ ୪ ଲକ୍ଷ ୭୪ ହଜାର ୫୦୦ ଟଙ୍କାର ଜରିମାନା ଆଦାୟ, ଡିସିପିଙ୍କ ଅଫିସରୁ ସୂଚନା
କଟକ ସଦର: କଟକ ମହାନଗର ନିଗମରେ ହୋଇଥିବା ଦୁର୍ନୀତି ବିରୋଧରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ କେନ୍ଦ୍ରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ
କଟକ ସଦର: ବନ୍ଦାଳୋ ଟୋଲ ନିକଟରେ ସ୍ଥିତି ଅନୁଧ୍ୟାନ କଲେ ଆଞ୍ଚଳିକ ପରିବହନ ଅଧିକାରୀ, ବେଆଇନ ପାର୍କିଂ ଓ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ
କଟକ ସଦର: ମେରିଆ ବଜାର ଅଞ୍ଚଳରେ ଦୁର୍ଘଟଣାରେ ଆହତ ହୋଇଥିବା ଆହତଙ୍କୁ ଭେଟିଲେ ଜିଲ୍ଲା ବିଜେପି ସଭାପତି
କଟକ ସଦର: ନାବାଳିକାକୁ କମେଣ୍ଟ କରିବା ପଡ଼ିଲା ମହଙ୍ଗା, ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କଲେ କଟକ ପୋକ୍ସୋ ଆଡାହକ୍ କୋର୍ଟ
କଟକ ସଦର: ତିଗିରିଆ ତହସିଲ ଅଧିନରେ ଥିବା ବିଭିନ୍ନ ପଥର କ୍ରସର ଓ ପଥର ଖାଦାନର ସ୍ଥିତି ଯାଞ୍ଚ କଲେ ଆଠଗଡ଼ ଉପଜିଲ୍ଲାପାଳ
କଟକ ସଦର: ସହରରେ ଚାଲିଥିବା ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟର ସମୀକ୍ଷା କଲେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ
କଟକ ସଦର: ସହରରେ ପୂର୍ବାଞ୍ଚଳ ଶାନ୍ତି କମିଟି ପକ୍ଷରୁ ଦୂର୍ଗା ପୂଜା ଓ ଭସାଣୀ ଉତ୍ସବ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କଟକ ସଦର: ଆଠଗଡ଼ ପଞ୍ଚାୟତ ସମିତି ବୈଠକ ଆରମ୍ଭରୁ ଜନପ୍ରତିନିଧିଙ୍କ ମଧ୍ୟରେ ହୋହାଲ୍ଲା, ପଞ୍ଚାୟତ ସମିତି କାର୍ଯ୍ୟାଳୟ ବାହାରେ ବ୍ୟାପକ ପୋଲିସ ଫୋର୍ସ
କଟକ ସଦର: ସିଡିଏ ଅଞ୍ଚଳରେ ଘରୋଇ କଲେଜର ଯୁକ୍ତଦୁଇ ଛାତ୍ରଙ୍କ ମୃତ୍ୟୁ ନେଇ ମୃତ ଛାତ୍ରଙ୍କ ଵାପାଙ୍କ ପ୍ରତିକ୍ରିୟା
କଟକ ସଦର: ସିଡିଏ ସେକ୍ଟର ୯ ଓ ୧୩ ରେ ନୂତନ ପାର୍କର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର
କଟକ ସଦର: ଏସସିବି ମେଡିକାଲରେ ସେଣ୍ଟର ଅଫ କମ୍ପିଟେନ୍ସର ଉଦଘାଟନ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ
କଟକ ସଦର: ଏସସିବି ମେଡିକାଲରେ ଚିକିତ୍ସାଧୀନ ଲଲାଟେନ୍ଦୁ ବଡୁଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ
କଟକ ସଦର: ନୂଆ ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ମହିଳା କମିଶନଙ୍କ ଏକ କର୍ମଶାଳାରେ ଯୋଗ ଦେଲେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ
କଟକ ସଦର: ସଦର ଥାନା ଅଧୀନରେ ନାବାଳିକା ଦୁଷ୍କର୍ମ ମାମଲା, ଆସାମୀକୁ ୨୦ ବର୍ଷର ସଜା ଶୁଣେଇଲେ କଟକ ପୋକ୍ସୋ ଆଡାହକ କୋର୍ଟ