ତୁଡାଲଗା ନିକଟରୁ ବେଆଇନ ଗୋରୁ ବୋଝେଇ ପିକଅପ ଗାଡ଼ି ଜବତ ୭ ଗାଈ ଉଦ୍ଧାର
Balisankara, Sundargarh | Mar 8, 2026
ବଡ଼ଗାଁ ଥାନା ଦେଇ ଯାଇଥିବା ରାଜ୍ୟ ରାଜପଥ ରେ ବିଳମ୍ବିତ ରାତିରେ ବେଆଇନ ଭାବେ ଗୋ ଚାଲାଣ ହୋଇଆସୁଛି। ବଡ଼ଗାଁ ଥାନା ପୋଲିସ ଗୋ ଚାଲାଣ ରୋକିବା ପାଇଁ ବହୁବାର ପଦକ୍ଷେପ ନେଇ ଗାଈ ବଳଦ ଉଦ୍ଧାର କରିଥିଲାବେଳେ ଗୋ ମାଂସ ଜବତ୍ କରିଥିଲେ। ଶୁକ୍ରବାର ରାତିରେ ବଡ଼ଗାଁ ଥାନା ଆଇଆଇସି ମହେନ୍ଦ୍ର କୁମାର ସାହୁ କୌଣସି ସୂତ୍ର ରୁ ରାଜପଥ ଦେଇ ଗୋ ଚାଲାଣ ଗାଡ଼ି ଯାଉଥିବା ସୂଚନା ପାଇଥିଲେ