ମାନସିକ ପୂରଣ ହେବା ପରେ ଶ୍ରାବଣ ମାସ ସୋମବାର ରେ ଯୁବକ ଙ୍କ ଦଣ୍ଡ ଯାତ୍ରା। ଆନନ୍ଦପୁର ଉପଖଣ୍ଡ ଘସିପୁରା ଝାଡ଼େଶ୍ୱର ମହାଦେବଙ୍କ ପୀଠରୁ ବାହାରି ବାରିଗାଁ ଧନେଇ ପୀଠ ଯାଏଁ। ବିଶ୍ୱାସ ଓ ଭରସା ନେଇ ଠାକୁର ଙ୍କୁ ମାନସିକ କଲେ ତାହା ନିଶ୍ଚିତ ପୂରଣ ହୁଏ ବୋଲି ଉଭୟ ଦମ୍ପତି ବିଶ୍ୱା
Ghasipura, Kendujhar | Jul 27, 2026