Public App Logo
Jansamasya
News
Bjp
National
Police
Bihar
कांग्रेस
मौत
भाजपा
विधायक
Congress
Modi
Delhi
Viral
Odisha
दिल्ली
Breakingnews
Narendramodi
Madhya_pradesh
Pmmodi
Rahulgandhi
स्कूल
Haryana
Uttarpradesh
Cricket
शादी
Crimenews
Aap
China
Rss

ଡାବୁଗାଁ: ଧୂମଧାମରେ ପାଳିତ ହେଲା ଡାବୁଗାଁ ବ୍ଲକ ସ୍ତରୀୟ ସାଂସ୍କୃତିକ ପର୍ବ ମଣ୍ଡେଇ

Dabugan, Nabarangpur | Dec 11, 2025
ଡାବୁଗାଁ ଠାରେ ଧୂମଧାମରେ ପାଳନ କରା ଯାଇଛି ବ୍ଲକ ସ୍ତରୀୟ ସାଂସ୍କୃତିକ ମଣ୍ଡେଇ । ଏହି ଅବସରରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ସହ ଜିଲ୍ଲାସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଜନ ପ୍ରତିନିଧି ମାନେ ଏବଂ ବ୍ଲକ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏକ ବିଶାଳ ଶୋଭାଯାତ୍ରା ରେ ମାଁ ଦୂଲାରଦେଈ ମନ୍ଦିର ରୁ ଭୈରବ ମନ୍ଦିର ପଡ଼ିଆ ପର୍ଯ୍ୟନ୍ତ ଅଣାଯାଇତଜିଲା ମସଲା। ଭୈରବ ମନ୍ଦିର ପଡ଼ିଆ ରେ ଏକ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।