Public App Logo
Jansamasya
News
Bjp
National
Bihar
India
कांग्रेस
बीजेपी
Uttar_pradesh
विधायक
Congress
Modi
Delhi
Viral
Crime
शिक्षा
Jharkhand
Up
दिल्ली
Breakingnews
महिला
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
स्कूल
Haryana
Uttarpradesh
No video available

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ନାଁ ରେ ଆସିଛି ଅଭିଯୋଗ

Jharsuguda, Jharsuguda | Dec 30, 2024
ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ନାଁ ରେ ଆସିଛି ଅଭିଯୋଗ । ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ଠିକ୍ ଭାବେ ସେବା ଯୋଗାଇ ଦିଆଯାଉନଥିବା ନେଇ ଅଭିଯୋଗ ହୋଇଛି । ଆଜି ସକାଳ ୯ ଟା ସମୟରେ ଜଣେ ବ୍ୟକ୍ତି ଏକ ବାଛୁରୀ କୁ ନେଇ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟକୁ ଆସିଥିଲେ । ହେଲେ ୧୦ ଟା ପର୍ଯ୍ୟନ୍ତ ଚିକିତ୍ସାଳୟ ଖୋଲା ହୋଇ ନ ଥିଲା ।
ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ନାଁ ରେ ଆସିଛି ଅଭିଯୋଗ - Jharsuguda News