Public App Logo
Jansamasya
News
Bjp
National
Bihar
India
कांग्रेस
बीजेपी
Uttar_pradesh
विधायक
Congress
Modi
Delhi
Viral
Crime
शिक्षा
Jharkhand
Up
दिल्ली
Breakingnews
महिला
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
स्कूल
Haryana
Uttarpradesh
No video available

ଝାରସୁଗୁଡା: ନେସନାଲ ୟୁଥ ଫେଷ୍ଟିଭାଲ ପାଇଁ ଚୟନ ହୋଇଥିବା ଝାରସୁଗୁଡା ର ପ୍ରତିଯୋଗି ବିବେକ ତାଣ୍ଡିଆ ଙ୍କ ପ୍ରତିକ୍ରିୟା

Jharsuguda, Jharsuguda | Dec 27, 2024
ନେସନାଲ ୟୁଥ ଫେଷ୍ଟିଭାଲ ପାଇଁ ଚୟନ ହୋଇଥିବା ଝାରସୁଗୁଡା ର ପ୍ରତିଯୋଗି ବିବେକ ତାଣ୍ଡିଆ ଙ୍କ ପ୍ରତିକ୍ରିୟା ଏହି ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ହୋଇ ବିଜୟୀ ମାନେ ଏବେ ଆଗାମୀ ଜାତୀୟ ଯୁବ ମହୋତ୍ସବରେ ପ୍ରତିନିଧିତ୍ୱ କରିବେ । ତେବେ ଏହି ପ୍ରତିଯୋଗୀ ମାନଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି ।
ଝାରସୁଗୁଡା: ନେସନାଲ ୟୁଥ ଫେଷ୍ଟିଭାଲ ପାଇଁ ଚୟନ ହୋଇଥିବା ଝାରସୁଗୁଡା ର ପ୍ରତିଯୋଗି ବିବେକ ତାଣ୍ଡିଆ ଙ୍କ ପ୍ରତିକ୍ରିୟା - Jharsuguda News