କବିସୂର୍ଯ୍ୟନଗର: ଲଡକାପଲ୍ଲୀ ଗ୍ରାମର ଗୋଲା ବେହେରାଙ୍କ ଦେହାନ୍ତ, ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ
ପୁରୁଷୋତ୍ତମପୁର ବ୍ଳକ ସିକୁଳା ପଞ୍ଚାୟତ ଲଡକାପଲ୍ଲୀ ଗ୍ରାମର ଗୋଲା ବେହେରାଙ୍କ ଦେହାନ୍ତ। ଖବର ପାଇ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ।